STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
203

ସୁଖ ଶାନ୍ତି ଖୁସିଟିର ଦୀର୍ଘ ପଣତ

ଆସୁଛି ନେଇ କି ମା' ଧରା ଜଗତ 

ସାଜ ସଜ୍ଜ ଦୀପ ମୂରୁଜ ଫୁଲରେ

ଦାଣ୍ଡ ଅବା ଘର ମାନ ସଜ୍ଜିତ

ବାଣ କାଉଁରିଆ ଆକାଶ ଦୀପରେ

ଆଲୋକିତ ପୁଣି ମନ ଉଲ୍ଲାସ

ଘର ସଫା ଧୂଆ,ଭୋଗ, ପିଠା, ମିଠା 

ମା' ପୂଜନରେ ଦିନ ହରସ

ଅଞାନତା ଦୂର, ଅନ୍ଧାର ବିନାଶ

ଞାନ ଆଲୋକରେ ମା ପ୍ରକାଶ

ପୂର୍ଣ୍ଣକୁମ୍ଭ ଶୁଭ ମନାସୀ ମଙ୍ଗଳ 

ହୃଦେ ଞାନ ଦୀପ, କର ପ୍ରଜ୍ବଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract