STORYMIRROR

ଡୁଲେଶ୍ବର କୁମାର ସାହୁ

Action

3  

ଡୁଲେଶ୍ବର କୁମାର ସାହୁ

Action

ଶତ୍ରୁ ସର୍ବନାଶ

ଶତ୍ରୁ ସର୍ବନାଶ

1 min
195


ସେ ଅପାଠୁଆ ଅଶିକ୍ଷିତକୁ ମୁଁ

ମୋ ଜୀବନ ଠୁ ଘୃଣା କରେ

ଯେବେ ବି ଦେଖା ପାଇବି ଆଗ

ଫଟ୍ କରି ତା ମୁହଁରେ

ଦ୍ଵି ଚାପୁଡ଼ା ମାରିଦେବି

ମୁଁ ସେତେବେଳେ ସିନା ଛୋଟଥିଲି

ଇଚ୍ଛା ଥାଇବି କିଛି କରିପାରୁନ ଥିଲି

ହେଲେ ଆଜିମୁଁ ବଡ଼ ହୋଇ ସାରିଲିଣି

ମତେ ଜୀବନରେ କନ୍ଧେଇ ଥିବା ମଣିଷ

ଆଜି ମୋ ସାମ୍ନାରେ ଆଜି ମୁଁ

ଜୀବନରୁ ମାରି ମାଟିରେ

ପାଉଁସ କରି ଦେବାର୍

ମଉକା ମତେ ମିଳିଛି

ତା ଭିତରେ ମଣିଷ ପଣିଆ

ଅଛି ନା ହଜିଯାଇଛି

ସେ ହୋସରେ ଅଛି ନା ବେହୋସ୍ ରେ ଅଛି

ତା ଇଜ୍ଜତ ନଥିଲା ଭଳି

କାରବାର୍ କାହିଁକି କରୁଛି

ଲୋକଙ୍କ ସାମ୍ନାରେ

ଗୋଟେ ଥର୍ ନୁହେଁ ବାରମ୍ବାର

ନିନ୍ଦା ଉପରେ ନିନ୍ଦା

କାହିଁକି ଛେଚୁଛି ମୋ ଉପରେ

ମୁଁ ଯଦି ଭୂଲ୍ କାମ କରିଥାଏ

ମତେ ନିର୍ଧୁମ୍ ମାରିବା କଥା

ତା ହକଦାର୍ ଜମି ଉପରେ

ମିଛରେ ନିଜକୁ ଭଣ୍ଡେଇ ହୋଇ

କାହିଁକି କେଜାଣେ ମତେ

ଅଣ ନିଃଶ୍ବାସୀ କରି ଦେଉଛି

ଆମ ଗାଁ ଧର୍ମ ଶାଳା ଉପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action