STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଶସ୍ତା କବିତା - 34

ଶସ୍ତା କବିତା - 34

1 min
13.4K


ଚକୁଳି ଲଢିବ          ଯଦି ପିଜା ସାଥେ

ବର୍ଗର୍ ସାଙ୍ଗେ ଏଣ୍ଡୁରି

ମୁଢି ମିକଶ୍ଚରରେ     ଲଙ୍କା ଖଣ୍ଡେ ଥିଲେ

ପପକର୍ଣ୍ଣ ଯିବ ଟଳି

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy