STORYMIRROR

Pramod Kumar Jena

Inspirational

2  

Pramod Kumar Jena

Inspirational

ଶସ୍ତା କବିତା ୧୦୩

ଶସ୍ତା କବିତା ୧୦୩

1 min
2.1K


ଗଢନ୍ତି ସାଥିରେ ନେଇ ନୂଆ ନଅର

ଘେରି ରହିଥାନ୍ତେ ଖାଲି ବନ୍ଧୁ ସୋଦର


ବୁଢୀ ଅସୁରୁଣୀ ଆଉ ବୁଢା ଅସୁର

ଦିଶନ୍ତାନି ମୁହଁ ଅବା ଛାଇ କାହାର


ଯଦି କେବେ ସ୍ୱପ୍ନ ମୋର ହୁଏ ସାକାର

ଲାଗୁଥାନ୍ତା ପୃଥିବୀଟା କି ମନୋହର


ପ୍ରମୋଦ କୁମାର ଜେନା ©


Rate this content
Log in

Similar oriya poem from Inspirational