ଶରତ ଆସିଛି
ଶରତ ଆସିଛି
ଶରତ ଆସିଛି ଫୁଲ ବି ଅଣିଛି
କାଶତଣ୍ଡି କହେ କଥା
ଜୀବନଚି ଆୟୁଷ ସରୁଛି ତେଲ
ଲୁଣଏ ବ୍ୟଥା ।
ମାଆ ଆସୁଛନ୍ତି ସିଂହ ବହାନରେ
ବାମନ ବେଶରେ ମହି କୁ,
ମହିଷାସୁର ଯେ ଦାଶଫୁଟ ଲମ୍ବା
ତ୍ରିଶୂଳ ପାଏନି ଛାତି କୁ ।
ସୋରିଷ ର ଖେତ ହଳଦୀ ରଙ୍ଗ ଲୋ
ଭ୍ରମଣ ଆସ ,
କାମଳଣି ପାଟ ମହାରାଣୀ
ଚଉଦିଗ ବାସ ।
ଶରତ ଆସିବ ଫୁଲ ବି ଫୁଟିବା
ବାଜୁଥିବ ଖାଲି ବାଜା,
ଆମ ଲୋକ ଟିପିଟିଏ ନେଇ
ଦେଖୁଥିବ ଖାଲି ମଜା ।
ସରକ୍ଷଣ ଏଠି କୁକୁର ବିଲୁଆ
ଖାଇଯିବେ ଯେତେ ମାଡା,
ଯମଜାଙ୍କ ର ଯମ ଦୌଡ଼ି ଟି
ଖାଲିଥିବ ଭିଡ଼ ।
ସରବେ ହୋଇବେ ଏକାକାର ଏଠି
ଶରତ ଖୋଜିବ ମୂଳ
କାଗଜରଭାରି ଶସ୍ତା ଏଠି ଅଟେ
ସେ ଅମୂଲ ମୂଲ ।

