STORYMIRROR

Chittaranjan Nanda

Abstract

4  

Chittaranjan Nanda

Abstract

ଶ୍ରମିକଟିଏ ମୁଁ

ଶ୍ରମିକଟିଏ ମୁଁ

1 min
119


ଶ୍ରମିକଟିଏ ମୁଁ


ଜୀବନର ଉଠାଣି ଗଡାଣି ଭିତରେ

ଚାଲିଛି ସଂସାର, ଲେଖୁଛି ଆବେଗରେ


ଶ୍ରମ ସାର୍ଥକତା କେତେ ଯେ ପାଇଛି 

ନାହିଁ ତାର ହିସାବ, ନା ତାହା ରଖିଛି


ସ୍ୱାର୍ଥ ଛଳନା ଭିତରେ ମୁଁ ଚାଲି ନାହିଁ

ଜୀବନ ଯୁଦ୍ଧରେ ମୁଁ ଥକି ପଡି ନାହିଁ


ଝୁଣ୍ଟି ପଡି ଯନ୍ତ୍ରଣା କେତେ ଭୋଗିଛି

ଭଲରେ ବାହୁଡ଼ି ଯିବି, ଆଶା ରଖିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract