STORYMIRROR

Sangita Mishra Satapathy

Inspirational

2  

Sangita Mishra Satapathy

Inspirational

ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ

ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ

1 min
3.0K

   ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ, 

ଚାଲିଛି ଚାଲିବି ନ ପଡିବି ଥକି 

 ଜୀବନର ଶେଷ ନିଃଶ୍ବାସ ଯାଏଁ ,

ଚାଲିଛି ବୋଲି ମୁଁ ଗଢାତ ମନ୍ଦିର, 

ଅଟ୍ଟାଳିକା ଠାରୁ ସଡକ ଯାଏଁ, 

ମୋ ଚାଲିବା ସାଥେ ଦେଶ ଚାଲିଥିବ

ସଦା ଉଚ୍ଚେ ଟେକି ତାର ମଥାଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational