Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ଶ୍ରମିକ ଦିବସ ର ଅନୁଚିନ୍ତନ

ଶ୍ରମିକ ଦିବସ ର ଅନୁଚିନ୍ତନ

1 min
165



ଆମେ ସମେସ୍ତେ ଶ୍ରମିକ 

ଶ୍ରମ ଆମ ବୃତ୍ତି ଓ ମାପକ ।


କିଏ କରେ ଶ୍ରମ କୌଳିକ 

କାହା ଶ୍ରମ ହୁଏ ଅଲୌକିକ ।


ଯିଏ ଉଦ୍ଭାବକ ଅବା ବୈଜ୍ଞାନିକ 

ଶ୍ରମ ଜୀବନର ମାନଦଣ୍ଡ ।


ଅଟେ ଅତୀବ ଅତ୍ୟାବଶ୍ୟକ 

ଶ୍ରମ ପାଇଁ ପରିଚୟ କିଏ ଲେଖକ ।


ଶ୍ରମ ପାଇଁ ଇତିହାସେ ନାମ ଫଳକ 

ଶ୍ରମ ରୁ ସ୍ୱାସ୍ଥ୍ୟ ଓ ସୁସ୍ଥତା ପରିମାପକ ।


ଶ୍ରମ ବିନା କୋଢିଆ କହନ୍ତି ଅନେକ 

ଶ୍ରମ ଜୀବନର ପାଥେୟ ପାଇଁ ଏକକ ।


ଶ୍ରମିକ ସମେସ୍ତେ ଆମେ ବଦଳେଇବା 

ଦେଶ ଓ ଜାତିର ସ୍ଥିତି ଭୌଗୋଳିକ ।


ପ୍ରତ୍ୟକ ମଣିଷ ଏଠି ଏକକ ସୈନିକ 

ଶ୍ରମ ଓ ଶ୍ରମିକ ସଭିଙ୍କପାଇଁ ପରିପୂରକ ।


ଶ୍ରମକରି ହେବା ନିଜେ ନିଜ ରକ୍ଷକ 

ଶିଶୁ ମାନେ ଆମର ଅନୁପୂରକ ।


ବଡ଼ ହେବା ଯାଏଁ ଅପେକ୍ଷା କରିବା ହୋଇ ରକ୍ଷକ 

ଉଚ୍ଛେଦ କରିବା ପ୍ରଥା ଶିଶୁ ଶ୍ରମିକ ।


ଦିନେ ବଡ ହେଲେ ନିଶ୍ଚୟ କର୍ମ କରିବ ଜୀବନ ଯାକ 

ତା ଆଗରୁ ତାର ହସ ଖେଳ ପାଠ ପଢାରେ ହେବା ଭାବୁକ ।


ପିଲାଦିନୁ ଯାହା ଶିଖିବା କଥା ସେ ଶିଖୁ ଅନେକ 

ବଡ ହେଲା ପରେ ସଭିଙ୍କ ଭିତରେ ହେବାକୁ ଆଉ ଜଣେ 

ବୁଦ୍ଧି ବିଦ୍ୟା କୌଶଳ ଜ୍ଞାନର, ପୁଣି ଦୈହିକ ମାନସିକ ଶ୍ରମ ନାୟକ l



Rate this content
Log in

Similar oriya poem from Action