Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Inspirational

3  

Sangeeta Barik

Inspirational

ଶ୍ରମ

ଶ୍ରମ

1 min
208


      

ଆଜିର ଯୁଗରେ ଜୀବନ ପଥରେ

ସଭିଏଁ ଅଟନ୍ତି ବ୍ୟସ୍ତବହୁଳ,

ବଡଙ୍କର କୁଣ୍ଠା ଶରୀର ଶ୍ରମକୁ

ସାନ ଲୋଡନ୍ତି ମୋବାଇଲ ଖେଳ ।

କ୍ରିକେଟ ଖେଳଟି ସଭିଙ୍କର ପ୍ରିୟ

ଲାଗଇ ଯେପରି ପରାଣ ଧନ,

ଟିଭି ଆଗେ ବସି ଖେଳ ସେ ଦେଖନ୍ତି

ବାହାରେ ଖେଳକୁ ହୁଏନା ମନ ।

ଶରୀର ଶ୍ରମଟି ନ ହୋଇଲେ ଜାଣ

ରୋଗ ବଇରାଗ ଆସିବ ମାଡି,

ଯୋଗ ପ୍ରାଣାୟାମ ନିୟମିତ କଲେ

ରୋଗ ନିଶ୍ଚେ ଯିବ ଦୂରକୁ ଛାଡି ।



Rate this content
Log in

Similar oriya poem from Inspirational