STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ଶ୍ରୀ ଦେବୀ

ଶ୍ରୀ ଦେବୀ

1 min
358

ହିରଣ୍ୟ ବର୍ଣ୍ଣ କନକ ଶୋଭା ତନୁ

ଚନ୍ଦ୍ରପରି କାନ୍ତି ନଭୂଲଇ ମନୁ

ଯାହାଙ୍କ ଦୟାରୁ ବିପୁଳ ସମ୍ପତି

ସ୍ଵର୍ଣ ଭୂମି ଅଶ୍ୱ ହସ୍ତୀ ହୁଏ ପ୍ରାପ୍ତି

ଶ୍ରୀ ଦେବୀଗୋ ଦୟାମୟୀ ଧରା

ହସୁ ଚଉଦିଗ କରୁଣାରେ ଭରା

ସୁଖଶାନ୍ତି କାନ୍ତି ସଂବୃଦ୍ଧି ସୁଷମା

ପଦ୍ମଳୟ ଶୋଭା ବନ୍ତ ମନୋରମା

ନିଜ ଅଲୋକରେ ନିଜେ ଉଦ୍ଭାସିତ

ବନସ୍ପତି ତରୂଲତା ତୁମଠୁ ପ୍ରେରିତ

ଧନଧାନ୍ୟ ଗୋପ କୁବେର ର ବର

ତଵ ଦୟା ହେଲେପୁରିଉଠେ ଘର

ସୁଜଳାସୁଫଳା ପ୍ରକୃତିର ଧାରା

ଜନ୍ମଲଭି ସୁଖଦିଅ ଜୀବନଟା ସାରା

ଅଲକ୍ଷ୍ମୀ ନରହୁ ଦିବ୍ୟ ଶକ୍ତି ପାଏ

ଆଚାର ବିଚାର କୀର୍ତି ସଦା ଗାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract