Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଶ୍ରେଷ୍ଠ କାରିଗର

ଶ୍ରେଷ୍ଠ କାରିଗର

1 min
198



ସହସ୍ର ଶ୍ରମିକଙ୍କ ଆର୍ତ୍ତଚିତ୍କାର 

ଭିଟା ମାଟିକୁ କରିବାକୁ ଆପଣାର 

ହେଲେ କେମିତି ହେବ ସାକାର ।


ସହସ୍ର ଭକ୍ତ ଙ୍କ ଭକ୍ତି ସନ୍ନମୋହନ 

ରଥଯାତ୍ରା ରେ ଦେଖନ୍ତେ ଜଗମୋହନ 

ହେଲେ କେମିତି ହେବ କେଜାଣି ସମ୍ପର୍ଣ୍ଣ ।


ତମେ କଣ ମୂକ ନା ବଧିର 

ତମେ କଣ ଅନ୍ଧ କି ଠାକୁର 

ଏଡ଼େ ଏଡ଼େ ଚକାଆଖି ଥାଇ ବି ନିଷ୍ଠୁର ।


ସ୍ବପ୍ନ ରେ ଦେଖାଦେଇ କହିଦିଅ ଥରେ 

ବିଶ୍ଵରୂପ ଦେଖେଇବାର ଅଛି ଯଦି ଆଉଥରେ 

ଦେଖାଇ ଦିଅନା ଭକ୍ତରୂପୀ ଶ୍ରମିକ ପ୍ରବରେ ।


ତମେତ ବିଶ୍ୱକର୍ମା ଅଗ୍ରଣୀ ଶ୍ରମିକ 

ତମରି ହାଟରେ ମୋକ୍ଷ ଯିବେକି କ୍ଷଣିକ 

ଏତେ ହଟ ଆଉ ନାଟ ର ତମେ ତ ବଣିକ।


Rate this content
Log in

Similar oriya poem from Abstract