ଶ୍ରାବଣୀ କନ୍ୟା
ଶ୍ରାବଣୀ କନ୍ୟା
ମୌସୁମୀର ପହିଲି ସ୍ପର୍ଶରେ
ରୌଦ୍ରତ ଧରା ପୃଷ୍ଠ
ପ୍ରଶାତିର ପ୍ରଲେପ ବୋଳି ହେଲା ବେଳେ
ଏକ ବେଦନାସିତ ଅପରାହ୍ମଣ ଓ କ୍ଳାନ୍ତ ଗୋଧୂଳିରେ
ସଂତାପିତ ଆତ୍ମା ଆବିଷ୍କାର କରେ
ଧୀର, ସଂଗୁପ୍ତ ନୟନର ସଷ ଚାହାଣୀ
ଅନାବିଳ ପ୍ରେମ ଓ ଆଲୋକିତ ଚେତନାର
ମୃଦୁ ସଂଦ ମଳୟ ନେଇ
ଧରାବତରଣ କରେ ଶ୍ରାବଣୀ କନ୍ୟା-
ଚୋରା ମହକର ମତୁଆଲ, ସଂପ୍ରସାରିତ ପରିରେ
ପଥକ୍ରାନ୍ତ ଶ୍ରମିକ ଖୋଜିଥାଏ ପ୍ରିୟାର ପ୍ରବନ୍ଧ ପଣତ
ବିରହ ବିଦ ପ୍ରେମିକର ସତା ହଜିଯାଏ
ପ୍ରିୟତମାର ଅକ୍ଟୋପସୀ ବାହୁବନ୍ଧନରେ
୫ ର ଶେଫାଳୀର ମୃୟୀ ମାୟାରେ
ଘାସ ଫୁଲର ଇତି କଥାରେ
ନୀଳ ତୃଷ୍ଠାର ପ୍ରଦୁଷିତ ପରିବେଷ୍ଟନୀରେ ଖେଳିଯାଏ
ଅଭିଯାତ୍ରାର ଅନମନୀୟ, ଅବଦମିତ ଆବେଗ
ସତ୍ୟାନୁସରଣର ମହତ୍ ଅଭିପ୍ରାୟ
ଅନୁସଂଧୂତ୍ପର ଅପ୍ରତିହତ ଫିତା ଧାରା
ପ୍ରଗତି ଓ ପରିବର୍ତ୍ତନର ଦିଗ୍ୟତ ବିସ୍ତାରୀ ଆକାଂକ୍ଷା
ଶ୍ରାବଣୀ କନ୍ୟା ସାଜିବ ଏ ସବୁଥିର
ସଫଳ ଓ ସାର୍ଥକ ସମୟ
ସୃଷ୍ଟି କରିବ ସଂପର୍କର ସୁରମ୍ୟ ସୃଜନଶୀଳତା
ସାମାଜିକ ସଂପ୍ରୀତି
ବୈଷମ୍ୟ ବିହୀନ ବ୍ୟବସ୍ଥା-
ଉତର ଦାୟୀ, କ୍ରିୟାଶୀଳ, ସ୍ୱଚ୍ଛ ପ୍ରଶାସନ
ବିକଶିତ କର୍ମ ସଂସ୍କୃତି
ବିଭେଦ ରହିତ ସୁସଂହତ ରାଷ୍ଟ୍ର ସତର୍କ ଗଣତ୍ର ।

