Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Fantasy Others

4  

Sunanda Mohanty

Fantasy Others

ଶ୍ରାବଣ ଆସିଲା

ଶ୍ରାବଣ ଆସିଲା

1 min
332



ବୋଲବମ ଭାଇ ପଚାରିଲା

ଶ୍ରାବଣ ଆସିଲା ଚାଲ ପାଦଚଲା

ଜଳ ସଙ୍ଗେ ଆଣି ଶିବ ମୁଣ୍ଡେ ଢଳା

ଆଶୀର୍ବାଦ ପାଇ ଜୀବନୁ ଖୋଲା ତାଲା

ଭାଗ୍ୟ ବାଆ ବହିବ ଭଲା

ସ୍ବପ୍ନ ପୁରଣ କରିବେ ମହେଶ କଥା ରହିଲା

ଭୋଳା ବାବା ପାର କରେଗା

ଭକ୍ତ ମନୋରଥ ପୁରା ହୋଗା

ବୋଲି ବାଟ ଚାଲୁ ଚାଲୁ କେତେ ପାଲା

ଭଜନ କୀର୍ତ୍ତନ ଶୁଭଚିନ୍ତନ କଲାବାଲା

ଗତି ମୁକ୍ତି ପାଇ ଶ୍ରାବଣେ ଯିବ ଲାଲକିଲ୍ଲା

ଦେଖିବ ପ୍ୟାରେଡ ଯୁବକ ବୃଦ୍ଧ ପିଲା

କରନ୍ତି କହି କଦମ ସେ କଦମ ମିଲା

ଶ୍ରାବଣରେ ଶ୍ରାବଣ ତୁ ହେଏନା ଚଗଲା

କାନ ଖୋଲା କରି ଦେଖେ ଗଲା ଆସିଲା

ଶ୍ରାବଣରେ ଶ୍ରାବଣୀକୁ କରନା ଗେଲ୍ହା

ମୌସୁମୀ ସାଥେ ମିଶି କରେ ଠିଆପାଲା ।।


Rate this content
Log in

Similar oriya poem from Fantasy