STORYMIRROR

Chaturbhuja Sahoo

Fantasy

3  

Chaturbhuja Sahoo

Fantasy

ତୁମେ ଭାବନାରେ

ତୁମେ ଭାବନାରେ

1 min
206


ତୁମ ଭାବନାରେ 

ତୁମରି ଛୁଆଁରେ

         ଏ ମନ ମହକି ଉଠେ,

ଥିଲେ ଥାଅ ଦୂରେ

ତୁମରି ପ୍ରେମ ରେ

         ଏ ଦେହେ ଜୁଆର ଆସେ ।

ନୂତନ ସୂରୁଜ

ପହିଲି କିରଣ

         କି ବାରତା ଆଣିଦେଲା,

ସୁହାଗ ପଲଙ୍ଗ

ତୋଳେ ଅଭିଯୋଗ

        ତମ ଦେହ ବାସୁଥିଲା ।।

ଫିଟା କବରୀର ବାସ୍ନା

ତମ ପୀରତି ତୃଷ୍ଣା

         ଶୃଙ୍ଗାର ଖେଳି ବୁଲେ,

ତମରି ଗନ୍ଧରେ

ଅନ୍ଧ ମୁଁ ସଖୀ

        କେବଳ ତମକୁ ଝୁରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy