STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଗଛ

ଗଛ

1 min
10

ଗଛ ଲଗାଇବା ଶପଥ ନେଇ 

ଗଛଟିଏ ଆସ ଯିବା ଲଗେଇ 

ଗଛର ଛାଇରେ ଥକ୍କା ପାଇଁ 

ଗଛର ଡ଼ାଳ ଫୁଲ ଓ ଫଳ 

ମାଟିକୁ ଜାବୁଡି ରଖିବ ସେହି 

ବରଷା ଆସିବ ଋତୁ ଅନୁଯାୟୀ 

ଚାଷୀର ଖୁସି ଅଳପ ହସି 

ଜୟ କିଶାନ ଶୁଣିବ ଗଛ ପାଇଁ 

ପଶୁ ଶୋଇଥିବେ ଗଛର ଛାଇ 

ପକ୍ଷୀ ମାରୁଥିବେ ଡ଼ାଳରେ ହାଇ 

ଗଛର ପତ୍ର ଔଷଧ ଆଦି ପ୍ରସ୍ତୁତ 

ସବୁଜ ରଙ୍ଗରେ ଧରଣୀ ଶୋଭାପାଇ

ଜଳ ଓ ମାଟି ଗଛ ପାଇଁ ଉଠିବେ ଚେଇଁ 

ସୁନାମୀ ମହାବାତ୍ୟା କମିଥାଇ 

ଜୁଆର ଭଟ୍ଟାରେ ସମତୁଲ ରଖିବା ପାଇଁ 

ଗଛ ଲଗାଇବା ସୁମରି ସାଇଁ 

ମାଟିକୁ ଜାବୁଡି ଫୁଲ ଫଳ ଅଜାଡି 

ମଣିଷ ସଭ୍ୟତା ଆଗକୁ ନେଇ 

ଗଛ ବଞ୍ଚିଲେ ମଣିଷ ବଞ୍ଚିବ ଜାଣିଥା ଭାଇ ।


Rate this content
Log in

Similar oriya poem from Inspirational