Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Minati Rath

Drama

5.0  

Minati Rath

Drama

ଶିଶୁଟିଏ ଜନ୍ମନେଲା ପରେ

ଶିଶୁଟିଏ ଜନ୍ମନେଲା ପରେ

1 min
191


ଶିଶୁଟିଏ ଜନ୍ମନେଲା ପରେ

କାନ୍ଦୁଥିଲା ଅଜଣା ଡରରେ

କେତେ ସୁନ୍ଦର ପୃଥିବୀଟେ

କଳ୍ପନା ସେ କରିଥିଲା ।

ଅନ୍ଧାର, ଆଲୋକ

ସୁଖ, ଦୁଃଖ ଆଉ

ଭୂଲ ଠିକ୍ ର ସମାହାର କରି

ନିଜପାଇଁ ଜୀବନଟେ ଗଢିଥିଲା ।

କିନ୍ତୁ ଏବେ କେଉଁ

ଅଚିହ୍ନା ଦୁନିଆକୁ ସେ ଆସିଲା?

ତା' ଚାରିପାଖରେ ଯେତେ ଥିଲେ

ସବୁ ଥିଲେ ଅଚିହ୍ନା ମଣିଷ

ସମସ୍ତଙ୍କ ମୁହଁ ଥିଲ ଏକାପରି

ଆଖି ଦୁଇ ଛାଡ଼ି ।

ବାକିସବୁ ଥିଲା ମୁଖାପରି

ନିରୀହ, ନିର୍ବୋଧ ଶିଶୁ

କାନ୍ଦୁଥିଲା କୁଆଁ କୁଆଁ

ଭାବୁଥିଲା କାହାକୁ ଚିହ୍ନିବ

ବାପ, ମାଆ ବୋଲି !


Rate this content
Log in