Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Abstract Inspirational Children

4  

Gitanjali Pujapanda

Abstract Inspirational Children

ଶିଶୁ

ଶିଶୁ

1 min
431


ଆମେ ସବୁ କୁନି କୁନି ଶିଶୁ

ରକ୍ତ ମାଂସ ର ଦେହ ଦେଇ

ଆମକୁ ଗଢ଼ି ଛନ୍ତି ପ୍ରଭୁ ଇଶ୍ୱର

ଆମେ ସବୁ ଭବିଷ୍ୟତ ଦେଶର

ଆ ମେ ହେବୁ ନାଗରିକ କାଲି ର

ତେଣୁ ଦେଇ ଶିକ୍ଷା, ଦୀକ୍ଷା ଯତ୍ନ

କରି ରଖ ଆମକୁ ,ଆମେ ଗଢିବୁ

ଭବିଷ୍ୟତରେ ଏଦେଶ କୁ ଶିଶୁ ଦୁଷ୍କର୍ମ,

ଶିଶୁ ଶ୍ରମିକ ,ଶିଶୁ ନିର୍ଯ୍ୟାତନା କୁ କରି

ଉଚ୍ଛେଦ ,ଆମ ମଧ୍ୟ ରେ ଭାରି ଦିଅ

ଶିକ୍ଷା ସତ୍ୟ ର ଉନ୍ମାଦ

ଆମେ ହସିଲେ ହସି ଉଠିବ ଏ ଦେଶ

ରଖିଲେ ଆମକୁ ସ୍ନେହ ,ହସ ଖେଳିବ

             ଆମ ମୁହେଁ



Rate this content
Log in

Similar oriya poem from Abstract