STORYMIRROR

Smruti Sephali Meher

Inspirational

3  

Smruti Sephali Meher

Inspirational

ଶିଶୁ

ଶିଶୁ

1 min
411


ବିକଶିତ ହେବାକୁ ଦିଅ

ମାେର ସହସ୍ର କାେଷ ଗୁଡିକୁ

ମାଟି ପିଣ୍ତୁଳାଟିଏ ମୁଁ

ଗଢିଦିଅ ମାେର ଶରୀରକୁ ।

ଦୁନିଆ କୁ ଦେଖିବା ଆଗରୁ

ମାରିଦିଅନି ମତେ ବିଷ ଦେଇ

ବାେଝ ହାେଇ ରହିବିନି ମୁଁ କେବେ

ତୁମ କାେଳେ ଆଶ୍ରୟ ନେଇ । 

ଝିଅଟିଏ ହେଲି ବାେଲି 

ରହିଗଲା ମାେର କଉଠି ଦାେଷ

ନାରୀ ବିନା କ'ଣ ସୃଷ୍ଟି ରଚିହେବ

ବୁଝେ ନାହିଁ ମୁର୍ଖ ଲାେକ। 

ସ୍ପନ୍ଦନ ହେଇ ତୁମ ପାଖେ  

ରହିଥିବି ସବୁବେଳେ

ଆସୁ ଯେତେ ଝଡ

ନଦେବି କଷ୍ଟ ମନରେ ।

ଡେଣା ମେଲାଇ ଉଡିବାକୁ ଦିଅ

ପ୍ରଜାପତି ପରି ଖେଳିବାକୁ ଦିଅ

ଦୀପଟିଏ ପରି ଜଳିବାକୁ ଦିଅ

ଖୁସି ଆଣିଦେବି ମୁଁ ଦିନେ ।


Rate this content
Log in

Similar oriya poem from Inspirational