Subham Sahu
Children
ଶିଶିର ବିନ୍ଦୁ ଶିଶିର ବିନ୍ଦୁ
କେଉଁ ଦେଶେ ତୋର ଘର
ବରଷକୁ ଥରେ ବରମାସରେ
ମେଲାଉ ପସରା ତୋର l
ପଉଷ ମାଆଘ ଏହି ଦୁଇ ମାସ
ମିଳଇ ଦେଖା ତୋହର
କେଉଁଆଡେ ଯାଉ କେଉଁଠି ତୁ ରହୁ
ନଥାଏ ଠିକଣା ତୋର l......
ଦଶଭୂଜା
ଶିଶିର ବିନ୍ଦୁ
ରଜ
ସନ୍ଧ୍ୟା
ପ୍ରକୃତିର ସୌନ୍...
ସୌନ୍ଦର୍ଯ୍ୟମୟୀ...
ଅସ୍ପୃହା
କୃତଜ୍ଞତା
ସକାଳ
ପ୍ରାକୃତିକ ସୌନ...
ଆମେ ଶିଶୁ ଆମେ ଶିଶୁ
ପଖାଳ ଦିବସ ପଖାଳ ଦିବସ
ପୂଜିବି ଶିବ ଶଙ୍କର ପୂଜିବି ଶିବ ଶଙ୍କର
ଆସ ଲଗାଇବା ଗଛ । ଆସ ଲଗାଇବା ଗଛ ।
ଅହିଂସା ନୀତି ପ୍ରଚାର କରେ ହୃଦୟ ଭରା ଦରଦ। ଆମର ଦେଶ ଫିରିଙ୍ଗି ବାସ ଶାସନ କଲେ ରହିଲୁ ଦାସ ଅନଶନରେ ବସି... ଅହିଂସା ନୀତି ପ୍ରଚାର କରେ ହୃଦୟ ଭରା ଦରଦ। ଆମର ଦେଶ ଫିରିଙ୍ଗି ବାସ ଶାସନ କଲେ ରହି...
ଦୈବ୍ୟ ଦୁର୍ବିପାକ ବେଳେ ଆସି ପାଖ ଅନ୍ନ ବସ୍ତ୍ର ବାଣ୍ଟି ଘରେ ଘରେ ନିଜକୁ ନଦେଖି ଇତିହାସ ଲେଖି ଅସହାୟ... ଦୈବ୍ୟ ଦୁର୍ବିପାକ ବେଳେ ଆସି ପାଖ ଅନ୍ନ ବସ୍ତ୍ର ବାଣ୍ଟି ଘରେ ଘରେ ନିଜକୁ ନଦେଖି ...
ଜୈନ ଅବା ଶିଖ ଅଟୁ, ବୌଦ୍ଧ କି ଖ୍ରୀଷ୍ଟିଆନ । ଜୈନ ଅବା ଶିଖ ଅଟୁ, ବୌଦ୍ଧ କି ଖ୍ରୀଷ୍ଟିଆନ ।
ପରିସ୍ଥିତି ପରିସ୍ଥିତି
ଗିରି ଗୋବର୍ଦ୍ଧନ ଦୋଳ ଚିତାଲାଗି ସପ୍ତପୁରୀ ପାରବଣେ ରୁଣୁଝୁଣୁ ବାଜେ ରଣପା ଘୁଙ୍ଗୁର ଗିରି ଗୋବର୍ଦ୍ଧନ ଦୋଳ ଚିତାଲାଗି ସପ୍ତପୁରୀ ପାରବଣେ ରୁଣୁଝୁଣୁ ବାଜେ ରଣପା ...
ପୋଷ ପୋଷ ତତଲା ରକ୍ତ ଛିଟାରେ ଶୁଭୁଥିଲା ଯେତେବେଳେ କରୁଣ ଚିତ୍କାର ଦିଲ୍ଲୀ ଚଲୋ ଡାକରାରେ ଡକା ପଡୁଥିଲା ପ୍ରତ... ପୋଷ ପୋଷ ତତଲା ରକ୍ତ ଛିଟାରେ ଶୁଭୁଥିଲା ଯେତେବେଳେ କରୁଣ ଚିତ୍କାର ଦିଲ୍ଲୀ ଚଲୋ ଡାକରାରେ...
ସବୁ ଦିନ ମୁହିଁ ସ୍କୁଲ କୁ ଯିବି ଭୁଲିବିନି ତାର ବାଟ ଗୁରୁ ଯାହା ନିତି ପଢା ମୋତେ ଦେବେ ନୀତିମୁ କରିବି ଶେଷ ... ସବୁ ଦିନ ମୁହିଁ ସ୍କୁଲ କୁ ଯିବି ଭୁଲିବିନି ତାର ବାଟ ଗୁରୁ ଯାହା ନିତି ପଢା ମୋତେ ଦେବେ ...
ଆମରେ ଶିଶୁ ଆମରେ ଶିଶୁ
ନିଶ୍ଚେ ମୋ ଭାଷା ଉଠିବ ସର୍ବେ ଚେଷ୍ଟା କଲେ ଏକମନ ହୋଇ ଭାଷା ଜ୍ଞାନ ବଢ଼ିଯିବ l ନିଶ୍ଚେ ମୋ ଭାଷା ଉଠିବ ସର୍ବେ ଚେଷ୍ଟା କଲେ ଏକମନ ହୋଇ ଭାଷା ଜ୍ଞାନ ବଢ଼ିଯିବ l
ଆଗାମୀ ପିଢ଼ିର ଭବିଷ୍ୟତ ଆମେ ଆଶାର ଆଲୋକ ନେଇ ଉନ୍ନତି ପଥରେ ଦେଶକୁ ଆମର ନେବୁରେ ନିଶ୍ଚେ ଆଗେଇ। ଆଗାମୀ ପିଢ଼ିର ଭବିଷ୍ୟତ ଆମେ ଆଶାର ଆଲୋକ ନେଇ ଉନ୍ନତି ପଥରେ ଦେଶକୁ ଆମର ...
ଆମ ଗୌରବ ତ୍ରିରଙ୍ଗା ପତାକା ଆମ ଗୌରବ ତ୍ରିରଙ୍ଗା ପତାକା
ମକର ସଂକ୍ରାନ୍ତି ମକର ସଂକ୍ରାନ୍ତି
ବାର ମାସେ ତେର ଓଷା ମଧ୍ୟରେ ଶାମ୍ବ ଦଶମୀ ଏକ ଏହି ଦିନରୁ କମିବ ଶୀତ ବଢିବ ସୂର୍ଯ୍ୟଙ୍କ ତାପ ବାର ମାସେ ତେର ଓଷା ମଧ୍ୟରେ ଶାମ୍ବ ଦଶମୀ ଏକ ଏହି ଦିନରୁ କମିବ ଶୀତ ବଢିବ ସୂର୍ଯ୍ୟଙ୍କ ତାପ
ଭାରତ ଭାରତ
ବାଳକ ନଚିକେତା ବାଳକ ନଚିକେତା
ବିଦାୟ ପୁରୁଣା ବରଷ ବିଦାୟ ପୁରୁଣା ବରଷ