STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଶିଳ୍ପୀ

ଶିଳ୍ପୀ

1 min
266

ଶିଳ୍ପୀ ପାଲଟି ଯାଏ, ସୁଦକ୍ଷ ବିନ୍ଧାଣି 
ପାଲଟିଯାଏ, କାନଭାକ୍ସ ଉପରେ 
ତୁଳିରଙ୍ଗ ନେଇ ଅନେକ ଚିତ୍ର ଆଙ୍କେ 
କେବେ ଚିତ୍ରକର କେବେ ଯାଦୁଗର 
କେବେ ସୁଦକ୍ଷ ବିନ୍ଧାଣି କେବେ ପୁଣି 
ଜୀବନ କୁ ବିଚିତ୍ର ରଙ୍ଗରେ ସଯାଏ 
କୁହୁକ ନଗରୀ ନୁହେଁ ହେଲେବି 
ଯାଦୁଗର ହୁଏ, ତୂଳୀ ରଙ୍ଗ ନଥାଏ 
ହେଲେବି ଚିତ୍ର ଆଙ୍କେ, ପ୍ରୟାସ କରେ 
ପ୍ରଯତ୍ନ ବି କରେ, ଶିଳ୍ପୀ ପାଲଟିଯାଏ 


Rate this content
Log in

Similar oriya poem from Abstract