STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶିକ୍ଷା

ଶିକ୍ଷା

1 min
270

ଶିକ୍ଷା ଅଟଇ ଆମ ଜୀବନ

ବାଲ୍ୟ କାଳୁ କରିବା ଶିକ୍ଷା ଉପାର୍ଜନ ।


ଶିକ୍ଷା ବିନା ଜୀବନ ହେବ ଅନ୍ଧକାର

ଶିକ୍ଷିତ ହୋଇ ସମ୍ଭାଳିବା ଦେଶର ଭାର ।


ଆମେ ଶିକ୍ଷିତ ହେଲେ ଭବିଷ୍ୟତ ଗଢିବା

ଉନ୍ନତିର ପଥେ ଆଗେଇ ଯିବା ।


ଝିଅ ବୋହୁ ହେଲେ ପାଠୋଇ 

ଆମ ଦେଶ ଯିବ ଆଗେଇ ।


ଶିକ୍ଷା ଠାରୁ କେବେ ଦୁରେଇ ନ ଯିବା

ସବୁ ପିଲା ପଢାରେ ମନ ଲଗାଇବା ।


ଯେଉଁ ଠାରୁ ଯେଉଁ ଶିକ୍ଷା ମିଳେ ଗ୍ରହଣ କରିବା

ଶିକ୍ଷା କେବଳ ଜିବକା ପାଇଁ ନୁହେଁ ଜୀବନ ପାଇଁ ଜାଣିବା ।


Rate this content
Log in

Similar oriya poem from Inspirational