STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ଶିଖ ଥରେ କରିଦେଖ

ଶିଖ ଥରେ କରିଦେଖ

1 min
13.3K


ଶିଖ....ଶିଖ...ଶିଖ...ଥରେ କରିଦେଖ..

ଭଲ କଥା ମନେରଖ

ଭଲ କାମ କରି ଶିଖ

ବାପାଙ୍କ ଠୁଁ କର୍ତ୍ତବ୍ୟ ଶିଖ

ମାଆଙ୍କ ଠୁଁ ଆଦର ଶିଖ

ଭାଇ ଠୁଁ ସାହାଯ୍ୟ ଶିଖ

ସ୍ନେହ ଭଉଣୀ ଠୁଁ ଶିଖ

ଗୁରୁଙ୍କ ଠୁଁ ଜ୍ଞାନ ଶିଖ

ସାଧୁଙ୍କ ଠୁଁ ତ୍ୟାଗ ଶିଖ

ବ୍ୟବହାର ଦେବା ଶିଖ

ସେବା ମନୋଭାବ ରଖ

ଭକ୍ତି କରିବା ଶିଖ

ବଞ୍ଚିବା ପାଇଁ ଏ ସବୁ ଦରକାର

ସମାଜେ ଚଳିବା ଶିଖ.....

ଆରେ ଭାଇ ତୁମ ଦେହ ସରିଯିବନି.

ଥରେ ତ କରିଦେଖ..

ପାଇବ ସୁଖ ହିଁ ସୁଖ...

ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational