STORYMIRROR

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ଶୀତରାତ୍ରି

ଶୀତରାତ୍ରି

1 min
168

ଯଦି ହୋଇଥିବ ଶୀତରାତି

ଭାବନା ରାଇଜେ ପ୍ରେମ ମାତି।


ରଚୁଥିବ ନୂଆ ଅନୁଭୂତି

ପ୍ରେମିକ ପ୍ରେମିକା ଭାବପ୍ରୀତି।


ରାତି ଯେତେ ଥଣ୍ଡା ଲାଗୁଥିବ

କମଳ ଭିତରେ ଜୁଟିଯିବ।


ସୁନ୍ଦର ମନରେ ଛବି ଥୋଇ

ମିଠା ସପନକୁ ଦେଖି ସୋଇ ।


ପୀରତି ଜଗାଏ ଥଣ୍ଡା ରାତି

ପ୍ରଣୟ ପ୍ରମୋଦ ଲାଗେ ରତି।


ମାଘ ମାସ ଶୀତ ବାଘ ପରି

ରାତିଟା ଆସଇ ନିଶା ଧରି।


ଶରୀର ମନ ବି ଧରେ ନିଶା

ପ୍ରେମ ନଗରୀରେ କରି ବସା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance