STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଶୀତରାତି

ଶୀତରାତି

1 min
352

ନିଝୁମ ରାତିର ଆଢୁଆଳରେ

ଲୁଚି ଲୁଚି ଶୀତ ଆସିଛି ପୁଣିଥରେ

ପ୍ରେମିକାର ପ୍ରେମ ନିବେଦନ ନେଇ

ହଜିଯିବାକୁ ପ୍ରକୃୃୃୃୃୃୃୃୃୃୃୃତିର ଉନ୍ନତ ବକ୍ଷରେ

ରାତିର ଚାଦର ଭିତରେ ଶୀତ

ଖୋଜୁଛି ଉଷ୍ମତାର ଦେହରେ

ଦୁବପତ୍ରର ଶୀତଳ ବିନ୍ଦୁରେ

ଫୁଲ ପାଖୁଡାର ଶିଶିର ବିନ୍ଦୁରେ

ନିଶ୍ବାସ ପ୍ରଶ୍ବାସ ତାର ପ୍ରଖର

ରାତି ପାହିବାକୁ ଅଳପ ବାକି

ଝିଅ,ବୋହୁଙ୍କର ଦାଣ୍ଡ ପହରା

ସୂର୍ଯ୍ଯଙ୍କର ସକାଳର ପ୍ରଥମ କିରଣ

ଧରାପୃୃୃୃୃୃୃୃୃୃୃଷ୍ଠରେ ପଡିତ ହବା ପୂର୍ବରୁ

ହୋଇ ଉଠେ ହାଡଭଙ୍ଗା ଶୀତ

ମା କୋଳର କଅଁଳା ଶିଶୁର

ଉଷୁମ ଶେଯରେ ଶୁତର ଆର୍ତ ଚିକ୍ଢାର

ପ୍ରେମିକର ଆଲିଙ୍ଗନ ଫାଶରେ

ପ୍ରକୃୃୃୃୃୃୃୃୃୃତିର ଶୀତର ସୁନ୍ଦର ରାତିରେ

ପୂର୍ଣ୍ଣମିର ଜହ୍ନ ଦିଶୁଥିବା ସେଇ

ଝରକା ଫାଙ୍କରେ

ତରୁଣି କନ୍ୟାର ଆଢୁଆଳରେ

ସେଇ ଶୀତରାତିର ଅପେକ୍ଷାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract