Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dmishra Sahityalaya

Abstract

2  

Dmishra Sahityalaya

Abstract

ଶୀତର ଗୀତ

ଶୀତର ଗୀତ

1 min
3.0K


ଆଉ ନାହିଁ ସେ ଥରଥର ଶୀତରେ

ଫୁଲ ତୋଳିବାକୁ ଗଛଗଛ ବୁଲା

ହେମନ୍ତ ବାହୁଡ଼ି ଆସିଅଛି ଶୀତ

ଆଶ୍ୱିନର ଆଶ୍ୱାସନା ରେ ପବନ ଗାଇବ ଗୀତ

ପ୍ରକୃତି କୁତ୍ରିମତା ରେ ଆଛାଦିତ ଏଠି

ବନ-ପାହାଡ଼-ଲତା ଏଠି ନିଷ୍ପେସିତ, ନିର୍ଯ୍ୟାତିତ,


ଚିତ୍କାରରେ ଶୁଭୁଛି କାରୁଣ୍ୟର ସ୍ୱର

ଶୀତକାଳ ର ମହକ ଯେମିତି ସରିଯାଇଛି

ଦୁର୍ଗନ୍ଧ ଆସୁଛି ସେଇ ପାହାନ୍ତିଆ ଧୁନିପୁହାଁରୁ

ପଲିଥିନର ର ଗାଁ ପ୍ଲାଷ୍ଟିକ ର ସହର ଭିତରୁ

ହଜିଯାଇଛି ଶୀତର ସକାଳ ଗୀତ ।


Rate this content
Log in

Similar oriya poem from Abstract