Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Classics

3  

Sunanda Mohanty

Abstract Drama Classics

ଶୀତ ଉତ୍ସବ

ଶୀତ ଉତ୍ସବ

1 min
135



ଶୀତ ଦିନେ ଅନେକ ଉତ୍ସବ ପଡେ

ଦୀପାବଳୀ କାର୍ତ୍ତିକ ପୂର୍ଣ୍ଣମୀ,ଶୀତ ଛାଡେ ।


କାର୍ତ୍ତିକ ଯାଇ ଆସେ ମଗୁଶିର

ତହିଁରେ ପଡେ ଜେତେଗୋଟି ଗୁରୁବାର ।


ଶୀତ ଉତ୍ସବ ହୁଏ ଲିପା ପୋଛା ଘରଦ୍ୱାର

ଝୋଟି ସାଙ୍ଗକୁ ଦୀପ ଧୂପ ଝୁଣା ବାସ୍ନା ଭରପୁର ।


ଲକ୍ଷ୍ମୀ ମାଆଙ୍କ ପୂଜା ମାଆ ମାଉସୀ କରନ୍ତି ସତ୍ଵର

ପାଳି ଅନୁଯାୟୀ କ୍ଷୀରି ଖେଚେଡ଼ି ପିଠା ବରାବର ।


ଶେଷ ପାଳି ମାଣବସା ବିଧି ଅପୂର୍ବ ବେଭାର

ଜଣା ପଡେ ନାହିଁ ଶୀତ ଆସିଛି ଏଥର ।


କାର୍ତ୍ତିକ ଶୀତ ଯାଇ ଜାଡ ପଡୁଛି ମଗୁଶିର

ଶୀତ ସଙ୍ଗେ ମିତ ବସି ପରବ ପାଳୁ ଅପାର ।


Rate this content
Log in

Similar oriya poem from Abstract