STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଶୀତ ରାତି

ଶୀତ ରାତି

1 min
183


ଶୀତ ରାତି ଟା ଭାରି ଶୂନଶାନ ଲଗାଇ

ଦେହ ଆଉ ମନ ଥରାଇ ଦିଅଇ

କିଏ ନିଆଁ ପାଖେ ରହି ମଜା ନିଏ

ପୁଣି କିଏ ରେଜେଇ ତଳେ ସୋଇ ଯାଏ

ବୃଦ୍ଧ ଲୋକ ଙ୍କୁ ଶୀତ ରାତି ଭାରି କଷ୍ଟ ଦିଏ

କିଛି ବୟସ୍କ ଲୋକ ଙ୍କ ଶୀତ ରେ 

ମରଣ ବି ହୋଇ ଯାଏ

ଶୀତ ରାତି ରେ ଶୀତର ମଜା ସଭିଏଁ ନିଅନ୍ତି

ଶୀତ ରେ ରହି ସବୁ ଲୋକ ଜୀବନ କାଟନ୍ତି

ଶୀତ ରାତି ରେ ଶୀତ ବସ୍ତ୍ର ପିନ୍ଧି 

ସବୁ ଲୋକ ରୁହନ୍ତି

ଶୀତ ରାତି ପାଇଁ କିଛି ଲୋକ ଗରିବ ଙ୍କୁ ଶୀତ ବସ୍ତ୍ର ବି ଦିଅନ୍ତି

ଶୀତ ରାତିର ମଜା ସଭିଏଁ ନେବା

ପ୍ରକୃତି ର ସବୁ ଋତୁ ରେ ଆମେ ରହିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics