STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶୀତ ଓ ଚା

ଶୀତ ଓ ଚା

1 min
147


ଶୀତ ଦିନେ ଚା ପିଇବାର ମଜା ଭାରି ଭଲ ଲାଗୁଛି

ଗରମ ଚା ସହ ବିସ୍କୁଟ ଖାଇ ଜେଜେ ମନ ଖୁସି ହେଉଛି

ଆଉ ଥଣ୍ଡା ପିଇବାକୁ ଇଚ୍ଛା ନାହିଁ କାହାର

ଚା ପିଇବାକୁ ମନ ହୁଏ ସଭିଙ୍କର

ସନ୍ଧ୍ୟା ହେଲେ ଚା ଦୋକାନ ରେ ଭରି ଗହଳି

ଚା ଵାଲା କେତେ ଶରଧା ରେ ଚା ପାଇଁ କରେ ବୋବାଳି

ଆସ ଭାଇ ଚା ପିଇବା ଏକାଠି ବସି

ଭାରି ମଜା ଲାଗିବ ହୋଇବା ଖୁସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational