Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu Mita

Inspirational

4  

Madhu Mita

Inspirational

ଶିବ

ଶିବ

1 min
359


ଶିବ..ଯେ ହୁଏ

ଗରଳ ପିଏ

ଅସହ୍ୟ ଜ୍ଵାଳା

କଣ୍ଠରେ ବହେ ।


ଶ୍ମଶାନ ବାସୀ

ବିପ୍ର ସାହସୀ

ଅଳ୍ପରେ ଖୁସି

ପ୍ରିୟ ବିଶ୍ବାସୀ ।


ଅଦ୍ୱିତୀୟ ବୀର

ଅଧିର୍ଯ୍ୟେ ଧୀର

କୋପେ ବର

କି ତପେ ବର ।


ନ୍ୟାୟ ପାଳକ

ଧର୍ମ ରକ୍ଷକ

କ୍ରୋଧୀ ଭାବୁକ

ଦୁଃଖୀ ସହାୟକ ।


ତଥାପି କୁହେ

ଶବ.. ଶିବା ବିନୁ

ସତ୍ୟେ ମିତ୍ରଭାନୁ

ନାରୀ ଉପାସନା

ନୁହେଁ ବୃଥା ଆସ୍ଫାଳନା ।


Rate this content
Log in

Similar oriya poem from Inspirational