STORYMIRROR

Mrutyunjaya Sahoo

Inspirational

3  

Mrutyunjaya Sahoo

Inspirational

ଶିବ ଚରଣେ ମୋର ଗୁହାରି

ଶିବ ଚରଣେ ମୋର ଗୁହାରି

1 min
226

କରୋନା ଭୟରେ ବିଶ୍ୱ ଆତଙ୍କିତ ଡାକୁଅଛି ତ୍ରାହି ତ୍ରାହି l ଆହେ ଶିବଶମ୍ଭୁ ଡାକୁ ଅଛୁ ତୋତେ ଉଦ୍ଧାର ବିଶ୍ୱକୁ ତୁହି ll ହେ ସଂହାର କର୍ତା ସଂହାରର ରୂପ କାହିଁକି ନେଇଛ ଆଜି l ତୁମେହିଁ ଭରଷା ମଣିଷ ଜାତିର ରଖ କରୋନାକୁ ତେଜି ll ତୃତୀୟ ନୟନ ଖୋଲିଦିଅ ପ୍ରଭୁ କରୋନା ଯାଉ ହେ ମରି l ତ୍ରିଶୂଳ ମୁନରେ ନାଶ କରିଦିଅ ତୁମେ ହିଁ ସହ ଆମରି ll ତୁମେ ନ ରଖିଲେ ରଖିବ ବା କିଏ ବିଶ୍ୱକୁ ଏ ବିପଦରୁ l ରକ୍ଷା କର ପ୍ରଭୁ ତୁମ ଭକତକୁ  ଏଇ କରୋନା ଭୟରୁ ll


Rate this content
Log in

Similar oriya poem from Inspirational