STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଶେଷ ହିସାବ

ଶେଷ ହିସାବ

1 min
206


ହୋଇବ ଜୀବନର

ଶେଷ ହିସାବ କରିଛି

କିଏ କେତେ ପାପପୂଣ୍ଯ

ପାପର ଭାର ବଢିଗଲେ

ତେଲ ଘଣାରେ ପକାଇ

ନିର୍ମମ ଭାଵେ ଦଣ୍ଡିବ କାଳ ଯମ

ପୁଣ୍ୟର ଭାର ବଢିଲେ

ପ୍ରାପ୍ତ ହୁଅଇ ସ୍ବର୍ଗଧାମ

ଓହରି ଆସି ପାପର ବାଟରୁ

ସଦା କରିବା ସତ୍ କର୍ମ

କାହାରି ଆଖିରେ ଦେବା

ନାହିଁ ଦୁଃଖ କରୁଥିବା

ଦାନ ଧର୍ମ ମାଳବ ସେବାହିଁ

ଇଶ୍ଵର ସେବା ଏ କଥାକୁ

କେବେ ମଣିବା ନାହିଁ ଅସତ୍ଯ

ଏତ ଅଟଇ ଅକ୍ଷରେ ଅକ୍ଷରେ

ସତ୍ୟ ବଚନ ଜୀବନକୁ

ସଦା କରିବା ସରଳ 

ହୋଇବାନି ବିପଥ ଗାମୀ

ଏ ନବ ବରଷେ ସଭିଏଁ

 ଆସ କରିବା ପଣ

ବରଷଟି କଟିଯିବ ହୋଇ 

  ଉତ୍ତମ

ଚଲା ପଥ ହୋଇ ଉଠିବ

   କୁସୁମିତ

ସୁଫଳ ମିଳିବ ହୋଇବା

ଇଶ୍ଵରଙ୍କ ଆଶ୍ରୀତ

ଛାଡି ଚାଲି ଯିବା ଇହଧାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational