STORYMIRROR

Raja Sekhar CH V

Classics

3  

Raja Sekhar CH V

Classics

ଶୈତ୍ୟ ଅନୁଭବ

ଶୈତ୍ୟ ଅନୁଭବ

1 min
306


ହେଲା ହେମନ୍ତ ଋତୁର ଗମନ,

ହେଲା ଶିଶିର ଋତୁର ଆଗମନ,

ରୁତୁଙ୍କର ଏହା କି ଗମନାଗମନ,

ଶୈତ୍ୟ ଅନୁଭବ ଶିଥିଳ କରେ ମନ


କମି କମି ଯାଏ ପରିପାର୍ଶ୍ୱ ଉତ୍ତାପ,

ସମସ୍ତେ ଖୋଜନ୍ତି ସୂର୍ଯ୍ୟଙ୍କ ତାପ,

ହିମାଳୟ ରେ ହୁଏ ହିମର ଛାପ,

ପତ୍ର ବିନା ଛାୟାତରୁ ହଜାନ୍ତି ରୂପ


ରାତିରେ ବହିଯାଏ ଥଣ୍ଡା ପବନ,

ବଣଭୋଜିରେ ଯାଆନ୍ତି ସର୍ବଜନ,

ଲଘୁ ନିଆଁ ପାଖେର ହୁଏ ରଞ୍ଜନ,

ଶୀଘ୍ର ମିଳୁ ଶୁଷ୍କ ଅନୁଭବରୁ ଉପଶମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics