STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ଶାସ୍ତି

ଶାସ୍ତି

1 min
167

ଆଜି ମୁଁ ଏକା,

ଏକା ହୋଇ ବଞ୍ଚିବାକୁ ଇଚ୍ଛା ହେଉଛି,

ଜୀବନରେ ଅନେକ ଭୁଲ କରିଛି,

ତା'ର ପ୍ରାଶ୍ଚିତ ପାଇଁ ଲୁହ ଝରାଉଛି,

ଏଇ ଲୁହ ଟୋପା ମୋର ଅତି ଆପଣାର

ଘଟି ଯାଇଥିବା ଘଟଣାର,

ସ୍ୱପ୍ନର,ଆଶାର,ଆଉ ମନ ତଳେ ଲୁଚି ରହିଥିବା

ପୋଡା ପାଉଁଶର,

ନିରବଛିର୍ଣ ଭାବରେ ଭଲ ପାଇବାର ଉପହାର ,

ସକାଳୁ ସନ୍ଧ୍ୟା ଯାଏ, ସନ୍ଧ୍ୟାରୁ ସିନ୍ଦୁରା ଯାଏଁ

ଅନ୍ୱେଷଣରେ ଆଖି ଦୁଇଟା ହାଲିଆ ହୋଇ ପଡିଛି

ବହୁତ ଖୋଜିଛି,ଅନେକ ବାଟ ଯାଇଛି,

କିନ୍ତୁ ଦେଖା ନ ମିଳିଛି,

ନିଜକୁ ବାରମ୍ବାର ପଚାରୁଛି

ପ୍ରେମର ସଂଗ୍ୟା ନ ଜାଣି

ଅନ୍ୟକୁ ନିଜର କରିବାର ଶାସ୍ତି ପାଉଛି

ହାରି ଯାଇଛି ବୋଲି ସମର୍ଥନ କରୁଛି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract