STORYMIRROR

kahnu charan sahu

Romance

2  

kahnu charan sahu

Romance

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
125

ଶାଶ୍ୱତ ପ୍ରେମର ହୁଏନାହିଁ ଅନ୍ତ

ଚିରଦିନ ପଲ୍ଲବୀତ

ମଧୁମୟ ସତେ ପ୍ରତିଟି ମୁହୂର୍ତ୍ତ

ଆନନ୍ଦେ କଟେ ପ୍ରଭାତ ।


ନବ ସୂର୍ଯୋଦୟ ନବ ଜାଗରଣ

ଭରିଯାଏ ହୃଦୟରେ

ଶାଶ୍ୱତ ପ୍ରେମରେ ନବ ଅନୁଭବ

ଆସୁଥାଏ ଜୀବନରେ ।


ଶାଶ୍ୱତ ପ୍ରେମରେ ପ୍ରତାରଣା କେବେ

ସ୍ପର୍ଶ କରିପାରେ ନାହିଁ

ଅସମ୍ଭବ ଯେତେ ସମ୍ଭବ ହୁଅଇ

ହୃଦେ ପ୍ରେମ ଥାଏ ରହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance