Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଶାନ୍ତିଦୂତ

ଶାନ୍ତିଦୂତ

1 min
152



ଶୀତିଦୂତ ଆସିଛନ୍ତି : ଶୀତର ଅୟମାରମ୍ଭରେ

ସଂଦିରମାଳିନୀ ନଗରୀର ଶୀତୁଆ ପରିବେଶରେ

ଶୀତିଦୂତ ଆସିଥାନ୍ତି : ନୈତିକତାର

ଆହ୍ମାନରେ

ଦୟା କ୍ଷମା କରୁଣାର ବାର୍ତ୍ତାରେ

ସଂପ୍ରତି ଓ ସହାବସ୍ନାନର ମଧୁର

ପରିବେଷ୍ଟନୀରେ

ଶୀତିଦୂତ ଆସିଛନ୍ତି : ହିଂସାଜର୍ଜରିତ ବିଶ୍ୱର

ବକୁ ବାତାୟନର

ଧୂସର ପରିକଳ୍ପନା ଭରା ପୃଷ୍ଠଭୂମିରେ

ଏକ ଆକିତ, ଭୟଭୀତ ପୃଥିବୀର

ପରିବେଷ୍ଟନୀରେ

ଶୀତିଦୂର ଆସିବେ : ନୈତିକ ଶିକ୍ଷା ଓ

ମୂଲ୍ୟବୋଧର ପୁନଃପ୍ରତିଷ୍ଠାରେ

ଆକଶୁନ୍ୟ ବିଶ୍ୱର ସାର୍ଥକ ପରିକଳ୍ପନାରେ

ସଂପ୍ରୀତି ଓ ଶାଢିର ପୃଥକୁ ଏକ ପରିଭାଷାରେ ।


Rate this content
Log in

Similar oriya poem from Classics