STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଶାନ୍ତି

ଶାନ୍ତି

1 min
123

ଲେଖେ ଯେବେ ଜୀଵନ ର କବିତା 
କହେ ଯେବେ ଅନ୍ତର ର କଥା 
ମୁଁ ଖୋଜେ ସବୁଠି ନିଜସ୍ୱ ସତା 
ଅଧୁରା ସ୍ବପ୍ନ ମୋର 
ଅପୂର୍ଣ୍ଣ ଇଚ୍ଛା 
ଖୋଜେ ଏବେ ନଗରୀ ବାସ୍ତବତାର 
ସ୍ବପ୍ନ ର ସୁନେଲି ନଗରୀ ଟା 
ଜୀଵନ ର କାନଭାକ୍ସ ଉପରେ 
ଚିତ୍ର ଆଙ୍କେ ଜୀଵନ କୁ ବାସ୍ତବ 
ରୂପ ଦେବାପାଇଁ........
ମୁଁ ଖୋଜେ ଏବେ ଅନ୍ତ ଯାତନାର 
ଖୋଜେ ଏବେ ସନ୍ଧାନ 
ସୁଖର ଚିର ଶାନ୍ତିର 


Rate this content
Log in

Similar oriya poem from Abstract