STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ମୁଁ

ମୁଁ

1 min
13

ଇଛା ହୁଏ ବେଳେ ବେଳେ 
ହୁଅନ୍ତି କି ପୁଷ୍ପ ଟିଏ 
ସୁଗନ୍ଧ ବିତରଣ କରିବାକୁ 
ମହକିବାକୁ....
ଇଚ୍ଛା ହୁଏ ବେଳେ ବେଳେ 
ହୁଅନ୍ତି କି ପ୍ରଗଲଭା ନଈଟିଏ 
ଇଚ୍ଛା ହୁଏ ବେଳେ ବେଳେ 
ମୁଁ ହୁଅନ୍ତି କି ଜଳବୁନ୍ଦା 
ତୃଷାର୍ତ୍ତ ମରୁଭୂମି ରେ 
ଇଚ୍ଛାହୁଏ ବେଳେ ବେଳେ 
ମୁଁ ହୁଅନ୍ତି କି ସଫଳତା 
ବିଫଳତା ର ବେଳାଭୂମିରେ...


Rate this content
Log in

Similar oriya poem from Inspirational