Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy Others

3  

Pranati Panda

Tragedy Others

ଶାମୁକା ରାଣୀ—୧

ଶାମୁକା ରାଣୀ—୧

1 min
383


ଉତ୍ତାଳ ସାଗର ଉନ୍ମତ୍ତ ତରଙ୍ଗେ

ଚହଲି ଉଠଇ ଶାମୁକା ରାଣୀ ,

ସ୍ୱପ୍ନ ରାଇଜରେ ଉଲ୍ଲସିତ ହୋଇ

ଗର୍ଭରେ ଧରିକି ଅମୂଲ୍ୟ ମଣି ।


ମଣିଷ ବିଶ୍ୱାସ ହଳାହଳ ବିଷ

ଏ କଥା କେବେହେଁ ପାରେନି ଜାଣି ,

ଆତତାୟୀ ପରି ତୀକ୍ଷ୍ମଅସ୍ତ୍ରେ ଚିରି

ମଣିଷ ଲୁଟନ୍ତି ତା ' ମୁକ୍ତାମଣି ।


ଉତ୍ତାଳ ସାଗର ବାଲିରେଣୁ ମଧ୍ୟେ

ନିଃଶବ୍ଦେ କାନ୍ଦଇ ଶାମୁକା ରାଣୀ ,

ସେ ଲୋତକ ବିନ୍ଦୁ ମୁକୁତା ରୂପରେ

କହଇ ବ୍ୟଥାର ଶହେ କାହାଣୀ ।


ଲହୁରେ ଭିଜିଲା ଶାମୁକା ରାଣୀ ସେ

କଣ୍ଟାରେ ଝୁଲଇ ତାହାର ଶରୀ ,

ମୁକ୍ତାମାଳ ହୋଇ ବଦନେ ଶୋଭଇ 

ଦୁଃଖରାଶି କିଛି ଦିଏ ପାଶୋରି ।

      


Rate this content
Log in

Similar oriya poem from Tragedy