Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Comedy

2.5  

K. Nirmal

Comedy

ଶାଳୀ ପୁରାଣ :-୨

ଶାଳୀ ପୁରାଣ :-୨

1 min
297


ବାହାହେଇ ତୁହିଁ କେବେତୁ ଯିବୁଲ

ଅପେକ୍ଷା କରିଛି ମୁହିଁ,

ଭିଣେଇ ଶାଳୀ ର ସମ୍ପର୍କ ଦୁନିଆ

ଖରାପ ଭାବୁଛି କାହିଁ ।


ସମସ୍ତେ କୁହନ୍ତି ଅଧା ଘରବାଲୀ

ଶାଳୀ ତୁମର ସେ ହେବ,

କିନ୍ତୁ ମୁଁ ଜାଣିଛି ଶାଳୀ ବି ନିଜର

ଭଉଣୀ ଠୁଁ ବଳି ହେବ ।


ଆଜିର ସମାଜ ଅନ୍ଧ ପାଲଟିଛି

ଆଖିରେ ପଟି ସେ ଦେଇ,

ଦୁନିଆ ଜାଣେ ଏ ପବିତ୍ର ସମ୍ପର୍କ

ଭୁଲ୍ କେବେ ହେବନାହିଁ ।


ବିପଦ ପଡ଼ିଲେ ରାଜି ହୁଏ ଶାଳୀ

ବିବାହ କରିବା ପାଇଁ,

ସମ୍ପକ ର ସେତୁ ନିବିଡ଼ ହୋଇବ

ଚିରଦିନ ସେତୁ ହୋଇ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ୍:-୯୫୬୬୧୧୩୬୦୭

◆ GMAIL:- nirmaln270@gmail.com


Rate this content
Log in

Similar oriya poem from Comedy