STORYMIRROR

Bishnupriya Pradhan

Comedy

3  

Bishnupriya Pradhan

Comedy

ପୁଣି କରୋନା ଆସିଲା

ପୁଣି କରୋନା ଆସିଲା

1 min
213

ପୁଣି କରୋନା ଆସିଲା

ସ୍କୁଲ୍ କଲେଜ ବନ୍ଦ ହେଲା ଏଠି

ପନିପରିବା ରେଟ୍ ବଢିଲା

ପୁଣି କରୋନା ଆସିଲା

ପୁଣି କରୋନା ଆସିଲା ।


ସରକାର ଏଠି ତାଲା ବନ୍ଦ କଲେ

ଲକଡାଉନ୍ ଅବଧି ଗଡାଇତଦେଲେ

ମାଗଣା ଚାଉଳ ପାଇଁ ଠେଲାପେଲା ପୁଣି

ମାସ୍କ ଭିତରେ ଦିନ କଟିଲା

ପୁଣି କରୋନା ଆସିଲା

ପୁଣି କରୋନା ଆସିଲା ।


କରୋନା ଏଥର ବଢ଼ି ବଢ଼ି ଗଲା

ଦଶମ ଶ୍ରେଣୀ ପରୀକ୍ଷା ବାତିଲ ଯେ ହେଲା

ଶନି ରବି ସଟଡାଉନ୍ ଏଠି

ଘରେ ଘରେ କୋଳାହଳ ଶୁଭିଲା

ପୁଣି କରୋନା ଆସିଲା

ପୁଣି କରୋନା ଆସିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy