STORYMIRROR

K. Nirmal

Others

3  

K. Nirmal

Others

ନାରୀ ତୁମେ

ନାରୀ ତୁମେ

1 min
369




ନାରୀ ତୁମେ

ପବିତ୍ରର ବେଳାଭୂମି,

ନାରୀ ତୁମେ

ଶ୍ରୀକ୍ଷେତ୍ର ର ପୁଣ୍ୟଭୂମି।


ନାରୀ ତୁମେ

କୋକିଳର ସ୍ୱର ରୂପୀ,

ନାରୀ ତୁମେ

କେତେବେଳେ ବହୁରୂପୀ।


ନାରୀ ତୁମେ

ପ୍ରେରଣା ଶକ୍ତି ଦାୟିନୀ,

ନାରୀ ତୁମେ

ଦୟାର ପାତ୍ର ମୋହିନୀ।


ନାରୀ ତୁମେ

ଦିବ୍ୟରୂପ ଶକ୍ତିମୟୀ,

ନାରୀ ତୁମେ

ଦେବୀଙ୍କର ସ୍ୱର୍ଣ୍ଣମୟୀ।


ନାରୀ ତୁମେ

ଦେଇ ପାର ଅଭିଶାପ,

ନାରୀ ତୁମେ

ପୁରୁଷଙ୍କ ଭିନ୍ନ ରୂପ ।


ନାରୀ ତୁମେ

କଲ୍ୟାଣମୟୀ ମାତା,

ନାରୀ ତୁମେ

ବାପ ଛେଉଣ୍ଡର ପିତା ।


ନାରୀ ତୁମେ

ସାହସୀ ର ମହାବୀର

ନାରୀ ତୁମେ

ଲକ୍ଷ୍ମୀବାଇ ହୋଇପାର ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍