STORYMIRROR

K. Nirmal

Abstract Others

3  

K. Nirmal

Abstract Others

ରଙ୍ଗଲି ପର୍ବ

ରଙ୍ଗଲି ପର୍ବ

1 min
210

ମିଛ ମାୟା ମୋହ ମନୁ ମାରିଦେଇ

ସଜାଇ ସ୍ମୁତି ସୌରଭେ,

ମହକାଇ ଦେବା ମହୀ ମହଲ୍ଲାସେ

ରଙ୍ଗଲି ପର୍ଵ ଗୌରବେ ।

ସ୍ମୁତି ସିନା ଏକ ନିଆରା ଭାବନା

ଜୀବନର ସାତ ରଙ୍ଗେ,

ପ୍ରିୟ ପରିଜନ ମିଳିମିଶି ଆମେ

ଆସ ଖେଳିଯିବା ସଙ୍ଗେ ।

ସାଗରରେ ଗଙ୍ଗା ବାହିବାକୁ ହେଲେ

ଧରିବାକୁ ହେବ କାତ,

ରଙ୍ଗଲି ପର୍ବରେ ହଜିବାକୁ ହେଲେ

ଆସ ହେବା ଆମେ ମିତ ।

ଭକ୍ତି ଦୁନିଆରେ ହଜିବାକୁ ହେଲେ

ଅବିର ଟିକକ ଆଣି,

ମୁଖେ ବଳିଦେବା ମିଳିମିଶି ଆମେ

ସବୁ କଥା ଜାଣି ଶୁଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract