STORYMIRROR

Ranjan kumar Mohanty

Abstract

1  

Ranjan kumar Mohanty

Abstract

ସେଇ ମୋର ଭାରତ

ସେଇ ମୋର ଭାରତ

1 min
84

ପୃଥିବୀସାରା ବୁଲି ଦେଖିଲି କେତେ ଝରଣା ନଈ

ହେଲେ ଏପରି ସେନେହ ଗଙ୍ଗା କେଉଁଠି ନାହିଁ ନାହିଁ

ଯାହାର ସେଇ ମମତା ଛୁଆଁ ଦେହେ ଭରେ ରକତ

କୋଟିକୋଟି ତା ପାଦେ ପ୍ରଣାମ ସେଇ ମୋର ଭାରତ.....


ଗଙ୍ଗା ଯମୁନା ସାଗର ଢେଉ ଚରଣ ଯାର ଧୁଏ

ମନ୍ଦିର, ଗୀର୍ଜା, ମସଜିଦ ଏଠି ଗୋଟିଏ ସୁର ଗାଏ

ଅଜାଡି ଦିଏ ଝରା ମହକ ସବୁଜ ଗାଁ କ୍ଷେତ

କୋଟିକୋଟି ତା'ପାଦେ ପ୍ରଣାମ ସେଇ ମୋର ଭାରତ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract