STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସେବିକା ଟିଏ ମୁଁ ବିଶ

ସେବିକା ଟିଏ ମୁଁ ବିଶ

1 min
217

ସେବିକା ଟିଏ ମୁଁ ସେବିକା ଟିଏ

  ସେବା ମୋର କର୍ମ

   ସେବା ମୋର ଧର୍ମ

ସେବା ମୋ ପରମ ତପ ଟିଏ ।

  ସେବିକା ଟିଏ


ବାଳକ ହେଉ ବା ବୃଦ୍ଧ ଟିଏ

ଯୁବକ ହେଉ ବା ଶିଶୁ ଟିଏ

 ନିଜ ଅସୁବିଧା ପଛରେ ପକାଇ

   ତାଙ୍କ ସେବା କାମେ ଲାଗିଥାଏ ।

ସେବିକା ଟିଏ ମୁଁ


ପର ଆପଣାର ଭେଦଭାବ

ମୋର ହୃଦୟରେ ନାହିଁ ଠାବ

  କି ଦିନ କି ରାତି କାମେ ଥାଏ ମାତି

  ଦିନ ଯାଇ ପୁଣି ରାତି ହୁଏ ।

ସେବିକା ଟିଏ ମୁଁ


ମଇ ମାସ ର ବାର ଟିଏ

ବିଶ୍ଵ ବାସୀ ମୋର ସମ୍ମାନରେ

ପାଳନ କରନ୍ତି ମୋର ଉଦ୍ଦେଶ୍ୟରେ

ସେ ପାଇଁ ସଭିଙ୍କ ପାଦ ତଳେ ମୋର

  ମଥା ଆପେ ଆପେ

    ନଇଁ ଯାଏ ।

ସେବିକା ଟିଏ ମୁଁ


Rate this content
Log in

Similar oriya poem from Inspirational