STORYMIRROR

Manas Kumar

Abstract

2  

Manas Kumar

Abstract

ସ୍ଵଛ ଭାରତ ସୁନ୍ଦର ଭାରତ

ସ୍ଵଛ ଭାରତ ସୁନ୍ଦର ଭାରତ

1 min
197

ସ୍ୱଛ ଭାରତ ଏକ ବଡ ଅଭିଯାନ 

ଚାଲ ସଭିଏଁ କରିବା ଯୋଗଦାନ


ଚି଼ନ୍ତାଧାରା ହେବ ସ୍ଵଛ 

ଯେବେ ହେବ ଆମ ବାତାବରଣ ସ୍ଵଛ


ସ୍ୱଛତା ଥିଲା ଗାନ୍ଧୀଜୀ ଙ୍କ ନାରା 

ସଫା ସୁତୁରା ରଖିବା ଆମେ ଦୁନିଆ ସାରା


କରିବା ଶୌଚାଳୟ ର ବ୍ୟବହାର 

ତା ସହ ପ୍ଲାଷ୍ଟିକ ଜିନିଷ ର କରି ପରିହାର


ଆଗେଇ ଆସ ସବୁ ଭଉଣୀ ଭାଇ 

କାହାକୁ ଅପେକ୍ଷା ନକରି ଆଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract