Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics Others

3  

Smitarani Barik

Classics Others

ସଚେତନ୍ ରହେମା ସଜାଗ୍ ରହେମା୍

ସଚେତନ୍ ରହେମା ସଜାଗ୍ ରହେମା୍

1 min
201


ଛୁଆବୁଢାଯୀଏଁ ଧାଙ୍ଗରା ଧାଙ୍ଗରୀ

କାହାକେ ଛାଡବାର ନାଇଁ

ଯିଏ ହେବା ସାଙ୍ଗେ ସାଙ୍ଗ ସରସା

ଆଉସେ ଫିରସା କାହିଁ l


କୋରନା ଭାଇରସ୍ ବନେ ବରକସ

ଆଇଛେ ଚୀନନୁ ଦଉଡ଼ି

ଯାହାକେ ଆମରାଲାଲତରଟଁ ଟିକେ ଭାଇ

ଦଉଛେ ସେତ ମାଡ଼ି l


ସାଧା ଥଣ୍ଡା ଖାସି ଲକ୍ଷଣ ଇତାର୍

ଜାନିଥ ଭାଇମାନେ

ହେଲେ ଥଣ୍ଡା ଖାସି ଡାକ୍ତର ଟିକେ ଯାଇ

ଦେଖେଇ ହେବ ସେ ଦିନେ l


ଛ, ସାତଦିନ ଯାଏକ୍ ଦେଖି'ବ ଯଦି

ଥଣ୍ଡା ଲାଗିଥିବ ରହିଁ

ହେଲୁଆ ନାଇଁ ହେବ ଡାକ୍ତର ଦେଖା

ଡାକ୍ତର ଖାଇକୁ ଯାଇ l


ପୁହୁରା, ଅସ'କଟିଆ, ମଲାଠାନେ

ରହସି ଘର କରି

ସାଫ୍, ସୁତରା ଯେତେ ଆଏନ୍ ଜାଗାକେ

ଦେଶି ସେ ଘର କରି l


ହେତିର ଲାଗି ମୁଇଁ କହୁଛେଁ ଭାଇ ହୋ

ସାଫ୍ ସୁତର ହେଇ ରହ

ସାଫ୍ ସୁତର ହେଲେ ଇ ବେମାର ସତେ

ନାଇଁ ବଢେ ଆରୁ ଜହ l


ହାତଜୁଜିକର ଜୁହାର ସମ୍'କୁ

ହାତ ମିଲାମୁଲି ଛାଡି

ବାହାର୍ କେ ବାହାର୍ ଲେ ମୁହେଁ ମୁଖାପିନ୍ଧ

ଇ, ବେମାର୍ ନାଇଁ ପାରେ ବଢି l


ଥଣ୍ଡା ଖାଁସି ଠାନୁ ଦୂରେ ତରହ

ନାଇଁ ଖାଅ ଥଣ୍ଡା ଖାନା

ଚୁଛେଁ ଚୁଛେଁ ବାହାରି ଭଁଟାକେ

ନାଇଁ କର ଆନା ଯାନା l


ସାବୁନ, ସାନିଟାଇଜର ଲଗେଇ

ଭଲସେ ଧୁଅ ହାତ

କୋରୋନା ଚାଲି ନାଇଁ ପାରେ ଆରୁ 

ହେବା ତାହାକେ ବାତ l


ନାଇଁ ଡରିଯିବ ହୁରୁଦ୍ ଭିତରୁ

ଦମ୍ ଧରିଥିବ ଖାଲି

ସଚେତନ୍ ରହି ସଜାଗ୍ ହେମା

କରୋନା ବି ଯିବ ପଲେଇ 

ସେମେଲ୍' ତଲିଏନ୍ ମାଁ ସମଲେଇ

ସାହା ହେଉଛନ୍ ସମ୍'କୁ

ବିପଦ ନାଇଁ ଆସେ କାହାକେ   ।। 

            


Rate this content
Log in

Similar oriya poem from Classics