STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ସଚ୍ଚା ପ୍ରେମ

ସଚ୍ଚା ପ୍ରେମ

1 min
3.4K


ସଚ୍ଚା ପ୍ରେମ ଖୋଜି ମଣିଷ ଭିତରେ 

ବାଟ ବଣା ହୋଇ ଯାଏ

କ୍ରୁତିମ ପ୍ରେମକୁ ଧାରଣ କରିଛି

ଚିନ୍ହିବାରେ ଭୁଲ ହୁଏ


ପ୍ରକୃତ ପ୍ରେମକୁ ପରଖି ନେବାକୁ

ଅଛି କି ମାପକାଠି,

କେଉଁ ଯନ୍ତ୍ର ଆଉ ମାନଦଣ୍ଡ ଦ୍ୱାରା

ଚିନ୍ହିହୁଏ ସଚ୍ଚା ସାଥି


ଚିନ୍ହିବା ପୂର୍ବରୁ ଲଂଘନାହିଁ ସୀମା

ରୁହ ନିଜ ପରିସରେ,

ଡେଇଁଗଲେ ଥରେ ଲକ୍ଷ୍ମଣର ରେଖା

ଆଉ କି ସେ ଫେରି ପାରେ


ସାଥି ହଉ ଅବା ଜୀବନର ସାଥି

ଚୟନ ବେଳେ ନିଶ୍ଚୟ,

କର୍ମ, ବାକ୍ୟ,ଗୁଣ ସାମଞ୍ଜସ୍ୟ ଦେଖି

(ଦିଅ)ସମ୍ପର୍କକୁ ପରିଚୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract