STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

ସବୁଜ ପୃଥିବୀ

ସବୁଜ ପୃଥିବୀ

1 min
11.8K

ସମଗ୍ର ବିଶ୍ୱ ଆଜି ମହାମାରୀ କବଳିତ

ଭୂତାଣୁର ଲହ ଲହ ଜୀହ୍ୱାର ଲାଳରେ

ବିଶ୍ୱ ଆଜି ପ୍ଳାବିତ  

କେଉଁଠି ନାଲି ସଂକେତ

ଅଳ୍ପ କିଛି ସବୁଜ ସଂକେତ

ମଣିଷ ର ଜୀବନ ଶୈଳୀ

ଶୃ୍ଙ୍ଖଳିତ ମନୋଭାବ ହିଁ

ସୃଷ୍ଟି କରିବ ସବୁଜ ପୃଥିବୀ

ବିଶ୍ୱ ରେ ବିଷାଦର ନାଲି ପତାକା ନ ଉଡ଼ାଇ

ଭରି ଦେବା  ସବୁଜର ବାର୍ତ୍ତା

ପ୍ରତିଟି ସଂଧ୍ଯାରେ ରହୁ ସମର୍ପଣର ପ୍ରତ୍ଯାଶା

 ଅଣାୟତ ପାର୍ଦୁଭାବ କୁ ଆମେ

ନିଜେ ହିଁ  ସୁରକ୍ଷିତ ରହି

ଈଶ୍ୱରାଭୀମୁଖୀ ହୋଇ

ବିଶ୍ୱ ରେ  ଶାନ୍ତି ଫେରାଇବା

ସବୁଜ  ପତାକା ର ବାର୍ତ୍ତା ଦେବା

  


Rate this content
Log in

Similar oriya poem from Abstract