STORYMIRROR

Gupteshwar Nanda

Inspirational

3  

Gupteshwar Nanda

Inspirational

ସବୁ ଦେଖିଚାହିଁ

ସବୁ ଦେଖିଚାହିଁ

1 min
11.5K



କଥାର୍ ଟିକେ ହେଉ କି ଜହ ହେଉ 

        ସୁର୍ ତାଲ୍ ଥିଲେ ଗାନା 

କପଡା ରଁଚେ ହେଉ କି ଗଖା ହେଉ

        ମନ୍ଦିରେ ଲାଗ୍ଲେ ବାନା ।

ଜିନିଷ୍ ଟା ଟିକେ ହେଉ କି ଜଁହ 

        ଲଟ୍ କି ଗଲେ ଅଠା 

ଖାନା ଟା ଅଲପ୍ ହେଉ କି ଅଏତ୍କା 

      ମଧୁର୍ ଲାଗ୍ ଲେ ମିଠା ।

ଇସ୍ରୋ ତିସ୍ରୋ ଟିକେ ହେଉ କି ଜଁହ

        ବାହାରି ଗଲେ କଲି 

ରିସା କଥା ପଦେ ହେଉ କି ଜଁହ

    କେଚ୍

ଡେଇ ଦେଲେ ଗାଲି ।

କମ୍ ହେଉ କି ଅଏତ୍ କା ହେଉ

       କୁତ୍ କୁତାଲେ ମଜା ।

ରଁଚେ ହେଉ କି ଭୁଗେ ହେଉ 

       ଦୁଖ୍ ଦେଲେ ସଜା । 

କମ୍ ହେଉ କି ଜଁହ ହେଉ 

        ଦାଁତ୍ ଦିଶ୍ଲେ ହଁସି

ଆଡେ ହେଉ କି ଠାଡେ ଭାଏ 

     ମୁହୁଁ ମୁଡ୍ଲେ ଯିବ ରୁଷି ।

ଟିକେ ହେଉ କି ଜଁହ ହେଉ 

    ସବୁ ମିଶି ଇନେ ଅଛେ ।

ସବୁ ଦେଖିଚାହିଁ ଚଲ୍-ବାର୍ ଲାଗି 

   ମୁନୁଷ୍ ପୁର୍ଥିକେ ଆଇଛେ ।     


Rate this content
Log in

Similar oriya poem from Inspirational