Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ସ୍ବପ୍ନସ୍ବପ୍ନ ସବୁ ଠିଆ ଠିଆ ଦେଖ

ସ୍ବପ୍ନସ୍ବପ୍ନ ସବୁ ଠିଆ ଠିଆ ଦେଖ

1 min
181



ସ୍ବପ୍ନ ସବୁ ଠିଆ ଠିଆ ଦେଖ

ବୁଢାରଜାର ଗର୍ଭ ଗୃହରୁ ଏଠାକୁ

ଆସିଥିବା ଭଗବାନ ।


ଶଇତାନ କୁ

ଠିଆ ଫାଡି ଦିଅ

ନ ଜାଣି ବେଦର ବୃତାଂତ

ପ୍ରାଣୀ ହୁଅଂତି ଆତଯାତ

ହ୍ୟାଟ୍ସଅପ୍ ।


ଫେସ୍‌ବୁକ୍‌ ରେ ପୋଷ୍ଟ କରିଦିଅ

ଭଗବାନଂକୁ ଠିଆ ଫାଡିବାର ଭିଡିଓ

ଏହି ଆତ୍ମଘାତୀ ଭିଡିଓ ଭାଇରାଲ ହେଲେ

ଧ୍ବଂସ କରିଦେବ ସବୁ ସୋସିଆଲ ମିଡିଆ

ଯାର ଚକ୍ରବ୍ୟୁହରେ ବଂଦୀ ଆଜିର ଯୁବପୀଢୀ,

ବୁଦ୍ଧିଜୀବୀ ଓ ସମାଜର ବଡପଂଡା ଗଣ

ପୂର୍ବଭଳି ଗୁରୁକୁଳ ଆଶ୍ରମ ।


ବକୁଳ ବନ ପ୍ରତିଷ୍ଠା ହେଉ

ଛୋଟ କୁନି ପିଲାଟିକୁ ଦେବାପାଇଁ ଟିକିଏ ସମତତ୍ଵ

ବତେଇବାକୁ ଜୀବଂତ ଶବର ଠିକଣା- ଆରୋଗ୍ୟ ଝରଣା

ଆମ ସମସ୍ତେ ଶିଖ ନିଜେ ମରି ଅନ୍ୟକୁ ବଂଚାଇବାର କଳା ।


Rate this content
Log in

Similar oriya poem from Classics